ପ୍ରକାଶ ଆଶା କୁ ବେଡ଼ରୁମ କୁ ଡାକେ, ଆଉ ପଚାରେ କାହିଁକି function କୁ ଗଲ? ଆଶା ଗୋଟେ belt ଆଣି ପ୍ରକାଶ ଦିଏ ,ଆଉ କହେ ମତେ ଶାସ୍ତି ଦିଅ,ମତେ ମାର, ଏତେ ଜୋରରେ କହେ ଯେ ପ୍ରକାଶ ଡରିକି ଘରୁ ବାହାରି ଆସେ।ସମର ରାଗିଯାଏ ପୁଣି ଥରେ ରୋହିଣୀ ର କଟୁ କଥା ଶୁଣି।ଦୀପିକା ମନୋରମା କୁ କହେ ସେ ସମସ୍ତଙ୍କ ସହ ମିଶି ରଜ ପାଳନ କରିବାକୁ ଚାହୁଁଛି।କଣ ଆଶା ଦିପିକା କୁ ବୁଝେଇପାରିବ?