ପୁଣିଥରେ ପ୍ରକାଶ ଆଶା କୁ ସମର ସହ ଦେଖି ପ୍ରବଳ ରାଗି ଯାଏ।। ଏଥର ସମସ୍ତେ ସବୁଥର ଭଳି ଗାଳି ଦିଅନ୍ତି।। ସମସ୍ତେ ତାକୁ ଘରୁ ବାହାରି ଯିବାକୁ କୁହନ୍ତି ।। ଏଥର ଆଶା କିଛି ନକହି ଘରୁ ବାହାରି ଯାଏ।। ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି