ଶୀଲା ନିଜ କଥାରେ ସମର କୁ ମନେଇବାରେ ସକ୍ଷମ ହୁଏ ll ପ୍ରକାଶ ବହୁତ ଖୁସି ହେଇ ସମସ୍ତଙ୍କ ସାମ୍ନାରେ ଆଶା ସହ ବାହାରକୁ ବୁଲି ଯିବାକୁ ନିଷ୍ପତ୍ତି ନିଏ ll