ଆଶା ଡେରିରେ ଘରକୁ ଫେରିଥିବାରୁ ସମସ୍ତେ ଆଶାକୁ ଘରୁ ବାହାରିଯିବା ପାଇଁ କୁହନ୍ତି, ହେଲେ ପ୍ରକାଶ ସମସ୍ତଙ୍କୁ ଚୁପ୍ କରାଇ ଆଶା କିଛି ଭୁଲ୍ କରିନାହିଁ ବୋଲି କୁହେ