ଆଶୁତୋଷ ସମସ୍ତଙ୍କୁ ଜଣେଇଦିଏ ଆଶା ବି ତାକୁ କାମରେ ସାହାଯ୍ୟ କରୁଛି,ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି,ଆଶା ସବୁ କାମ ସାରି speech ଘୋଷିବା ଆରମ୍ଭ କରେ ଏଥିରେ ତାକୁ ଅନନ୍ୟା ଲାଲି ଆଉ ପ୍ରିୟ ସାହାଯ୍ୟ କରନ୍ତି।ଆଶା ସମସ୍ତଙ୍କର ଶୁଭ ମନାସିବାକୁ ମନ୍ଦିର ଯାଏ,ଘରକୁ ଫେରି ସମସ୍ତଙ୍କୁ ପ୍ରସାଦ ଦିଏ।ଘରେ ସମସ୍ତଙ୍କର dress ready କରେ function କୁ ପିନ୍ଧିକି ଯିବା ପାଇଁ,ହେଲେ ଆଶା ନିଜେ କଣ function କୁ ଯାଇପାରିବ❓