ପ୍ରକାଶ ଆଶା ଆଉ ସମର ଗୋଟେ ଜାଗାରେ ଦେଖି ବହୁତ ରାଗି ଯାଏ ll ଭିତରେ ଭିତରେ ବହୁତ ଯନ୍ତ୍ରଣା ଅନୁଭବ କରେ କାରଣ, କିଛି ସମୟ ପୂର୍ବରୁ ଶୀଲା ଯାହା କହୁଥିଲା ସେ ସବୁ ସତ ବୋଲି ତାକୁ ଲାଗେ ll ସେ ରାଗରେ ସମର କୁ ବହୁତ ମାରେ ll