Asha
24 Views
Dec 31 1969
00:21:28
5

ଅଜୟ ର ହଠାତ୍ ଚାକିରି, ଜନିତ ବିଷୟକୁ ନେଇ ଆଶା, ଅଜୟ କୁ ସତର୍କ କରିବା, କାଜଲ କୁ ଖରାପ ଲାଗେ ଓ ସେ ଆଶା କୁ ତାଛଲ୍ୟ କରି କହେ। ହେଲେ ପ୍ରକାଶ ଏସବୁ ସହିପାରେନା ଓ ଆଶା କୁ ନେଇ ସେଠାରୁ ଚାଲିଯାଏ। ଗହଣା ଦେଖି ରୋହିଣୀ କୁ ତାର ସ୍ୱାମୀ କଥା ମନେପଡିଯାଏ ଓ ତା ଆଖିରେ ଲୁହ ଆସିଯାଏ। ରୋହନ ତାକୁ ବାପା ନିଶ୍ଚୟ ଫେରିଆସିବେ କହି ବୁଝାଏ।
Share