Asha
28 Views
Dec 31 1969
00:22:22
5

ଶୀଲା ର ଅବସ୍ଥା ଦେଖି ଡାକ୍ତର ତାକୁ ଶୀଘ୍ର ହସ୍ପିଟାଲ ନେବାକୁ କୁହନ୍ତି।ଶୀଲା,ଆଶା ପ୍ରତି କରିଥିବା ଷଡ଼ଯନ୍ତ୍ର ପାଇଁ ଅନୁତପ୍ତ ବୋଲି ଆଶା ଓ ପ୍ରକାଶ ଆଗରେ କହେ। ପ୍ରକାଶ ଏ ପରିସ୍ଥିତି ରେ ବିଚଳିତ ହେବାର ଦେଖି ଆଶା ତା ସହ ସବୁ ପରିସ୍ଥିତିରେ ଅଛି ବୋଲି କୁହେ।
Share