ପ୍ରକାଶ ଶିଲା କୁ ତା ଘରେ ନପାଇ ଖୋଜୁଥାଏ।ଆଶା ପୋଲିସ କଥା ଶୁଣି ଡରିକି ପ୍ରକାଶ କୁ ଫୋନ କରେ।ସେମାନେ ଆଦି ପାଖକୁ ଯିବା ପାଇଁ decide କରନ୍ତି।ଆଶା ତା ମା କୁ ଦେଖା କରିବାକୁ ଯାଉଛି କହି ଘରୁ ବାହାରେ। ଶିଲା ପ୍ରକାଶ କୁ follow କରେ ଗାଡ଼ିରେ। ଆଶା ବହାରିଯିବା ପରେ ଆଶା ର ମା ଆଶା କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଆସନ୍ତି।