Asha
22 Views
Dec 31 1969
00:22:52
5

ରୋହିଣୀ ମୁହଁରୁ ରୋହନ ଓ ଅନନ୍ୟା ର ବିବାହ କଥା ଶୁଣି ପ୍ରକାଶ ପସନ୍ଦ କରେନି ଓ ଜବାବ ଦେବାକୁ ସମୟ ମାଗେ। ହଠାତ୍ ଶୀଲା କୁ ପ୍ରକାଶ ଘରେ ଦେଖି ରୋହିଣୀ ରାଗିଯାଏ ଓ ଘରେ ଆଶା ର ଉପସ୍ଥିତି ରେ ଶୀଲା ରହିବା ଦ୍ଵାରା ଅନନ୍ୟା କେମିତିକା ଓ ପରିବାର କେମିତି ହେଇଥିବ କହି ସମସ୍ତ ଙ୍କ ସାମ୍ନା ରେ ଆକ୍ଷେପ କରେ।
Share