Asha
26 Views
Dec 31 1969
00:22:57
5

ଆଶା ଓ ପ୍ରକାଶ ମଝିରେ ଦୂରତା ସୃଷ୍ଟି କରାଇବା ପାଇଁ ଶୀଲା ଆସି ଆଶା ପାଖରେ ରହେ ଓ ପ୍ରକାଶ କୁ ବାଧ୍ୟ ହୋଇ ରୁମ ବାହାରକୁ ଯିବାକୁ ପଡ଼େ। ଶୀଲା ର ନାଟକ କୁ ଧରା ପକାଇବା ପାଇଁ ଦୀଲ୍ଲୀପ, ଲାଲୀ, ପ୍ରୀୟା, ଅନନ୍ୟା ଓ ଆଦି ମିଶି ପ୍ଲାନ୍ କରନ୍ତି ।
Share