Asha
31 Views
Dec 31 1969
00:22:13
5

ଆଶା ର ଅନୁରୋଧ ଶୁଣି ପ୍ରକାଶ ତାକୁ ବହୁତ ତାସ୍ଚୟଲ ଭରା କଥା କୁହେ ଆଉ ରାଗିକି ଘରୁ ବହାରିଆସେ।ଏ ସବୁ କଥା ଆଶୁତୋଷ ଶୁଣେ। ପ୍ରକାଶ ସମସ୍ତଙ୍କୁ କୁହେ ସେ ଶିଲା କୁ ଅଙ୍କିତା ର school fest କୁ ନେଇକି ଯିବ। ଏକଥା ଶୁଣି ସମସ୍ତେ ସୁରମା ଗଲେ ଭଲ ହବ ବୋଲି କୁହନ୍ତି ଆଉ ଅଙ୍କିତା ସମସ୍ତଙ୍କୁ ମନା କରିବା ସହ ସମସ୍ତଙ୍କର ଅପମାନ କରେ।ଆଶା କଣ school fest କୁ ଯାଇପାରିବ❓
Share