ଏତେ ଘଟଣା ପରେ ଶୀଲା ଘର କୁ ଆସିବା ନେଇ ପ୍ରୀୟା ଓ ଅନନ୍ୟା ସମେତ ଅନ୍ୟମାନେ ପ୍ରଶ୍ନ କରନ୍ତି। ହେଲେ ଆଶା ଏ ପରିସ୍ଥିତି ଦେଖି, ଶୀଲା କୁ ଆଣିବା ପଛରେ ତାର ସହମତି ଥିବା କହେ ଓ ନିଜ ଇଚ୍ଛା ରେ କ'ଣ ସେ ଏ ଘରେ ଏତିକି ବି କରିପାରିବନି ... ପ୍ରଶ୍ନ କରେ।