ନିଜ ଝିଅ ଆସିବା ଖୁସିରେ ଆଶା ଅତ୍ୟନ୍ତ ଖୁସି ହୋଇ Airport ଯିବାକୁ ପ୍ରସ୍ତୁତ ହୋଇଯାଏ, ହେଲେ ଘରର ସଦସ୍ୟ ମାନେ ତାକୁ ଅନେକ କଥା କହି ଯିବାକୁ ଦିଅନ୍ତି ନାହିଁ || ସେପଟେ ଅନନ୍ୟ Fligth ରୁ ଓହ୍ଲାଇ Airport ରେ ନିଜ ମାଆ କୁ ବ୍ୟାକୁଳ ହୋଇ ଖୋଜେ