ଆଶା, ପ୍ରକାଶ ଆଉ ଅନ୍ୟମାନେ ସମର ଘରକୁ ଆସନ୍ତି ରୋହନ ଆଉ ଅନନ୍ୟାର ବାହାଘର ବିଷୟରେ କଥା ହେବା ପାଇଁ। ରୋହିଣୀଠୁ ଏଇ ବାହାଘରକୁ ନେଇ ଅସୁବିଧା ଅଛି ବୋଲି ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଆନ୍ତି । ଅଜୟ ତା' ମାଆକୁ ଚାକିରି ଚାଲି ଯାଇଥିବା କଥା ଜଣାଏ।