Asha
82 Views
Dec 31 1969
00:22:55
5

ପ୍ରକାଶ ବହୁତ ରାଗି ଯାଇ ସମର କୁ ମାରେ, ସମର ନାକରୁ ରକ୍ତ ବାହାରେ, ପ୍ରକାଶ କୁ ଅଟକେଇବା ପାଇଁ ଆଶା ଦୌଡ଼ି ଯାଏ, ହେଲେ ପ୍ରକାଶ ଆଶା କୁ ଠେଲି ଦିଏ, ଆଶା ମୁଣ୍ଡ ଫାଟି ଯାଏ ll ପ୍ରକାଶ ରାଗି ଯାଇ ସେଠାରୁ ବାହାରି ଯାଏ
Share