Asha
102 Views
Dec 31 1969
00:21:45
5

ଅନନ୍ୟା ପ୍ରକାଶ ର ଝଗଡା ଭିତରେ ଆଶା ପଶିଆସେ।ପ୍ରକାଶ ଆଶା କୁ ତା ଚରିତ୍ର କୁ ନେଇ ଆକ୍ଷେପ କରେ,ଏଥର ଆଶା କିନ୍ତୁ ଚୁପ ନରହି ଜବାବ ଦିଏ।ପ୍ରକାଶ ଆଶା ଠୁ promise କରାଏ ସେ ଯେମିତି ସମର ସହ ଦେଖା ନକରେ। ରୋହିଣୀ ସମର କୁ ଦୋଷ ଦିଏ ଯେ ସେ ରୋହନ କୁ ନଷ୍ଟ କରୁଛି,ତାରି ପାଇଁ ରୋହନ ଅନନ୍ୟା ପଛରେ ପଡିଛି। ଏପଟେ ଆଦି ବହୁତ ଡରିଯାଇଛି,ତାକୁ ଅନନ୍ୟା ବୁଝାଉଛି ଯେ ମା ଥିଲା ଜକେ ଆମର କିଛି ହବନି।
Share