ଆଶା ଏତେ ଟଙ୍କା କଉଠି ଯୋଗାଡ କରିବ ଭାବି ପ୍ରକାଶ କୁ ଟଙ୍କା ମାଗେ, ହେଲେ ପ୍ରକାଶ ବହୁତ ଗାଳି କରି ଆଶାକୁ ନିରାଶ କରିଦିଏ।। ଆଶା ନିରୁପାୟ ହୋଇ ନିଜ ମାଆ ପାଖକୁ ସାହାଯ୍ୟ ପାଇଁ ଯାଏ, ହେଲେ ସେଠି ନିଜ ଭାଉଜ ତାକୁ ଅପମାନିତ କରିବାକୁ ଚେଷ୍ଟା କରେ