Asha
28 Views
Dec 31 1969
00:21:19
5

ପାର୍ଟି ରୁ ଫେରିବା ସମୟରେ କାର ଖରାପ ହୁଏ,ପ୍ରବଳ ବର୍ଷା ହେତୁ ରୋହନ ଓ ଅନନ୍ୟା ରାସ୍ତା ପାଖରେ ଏକ ଘର ଭିତରେ ରହି ଯାଆନ୍ତି। ଅନନ୍ୟା ର ଘରକୁ ଫେରିବା ବିଳମ୍ବ ପାଇଁ ଆଶା ଓ ଅନ୍ୟ ମାନେ ଖୁବ ଚିନ୍ତିତ ଥାଆନ୍ତି। ରୋହନ ଓ ଅନନ୍ୟା ର ଖବର ବୁଝିବା ପାଇଁ ଆଶା ରୋହିଣୀ କୁ ଫୋନ୍ କରେ,ହେଲେ ତା ପାଖରେ ମଧ୍ୟ କୈାଣସି ଉତ୍ତର ନଥାଏ।
Share