Asha
58 Views
Dec 31 1969
00:22:08
5

ଆଶା କୁ ସୁରମା ଆଉ ବିନୋଦିନି କାହିଁକି ବ୍ରତ କରୁଛ ବୋଲି ବାରମ୍ବାର ପ୍ରଶ୍ନ କରନ୍ତି ଆଉ ଏତିକିବେଳେ ଭୋଳାନାଥ ଆଶା କୁ ବ୍ରତ କରିବାକୁ ମନା କରିଦିଅନ୍ତି।ସମସ୍ତେ ମିଶି ଆଶା ର ଚରିତ୍ର କୁ ନେଇ ଆକ୍ଷେପ କରନ୍ତି ଆଉ ଏସବୁ ଶୁଣି ଆଶା ରାଗରେ ସମସ୍ତଙ୍କୁ କହେ ସେ ସାବିତ୍ରୀ ପରି ସତୀ।ଏପଟେ ଆଶୁତୋଷ ଅନନ୍ୟା କୁ ନେଇ ସମର ଘରକୁ ଯାଏ।
Share