Asha
28 Views
Dec 31 1969
00:22:46
5

ଶୀଲା ର ସମସ୍ତ ଙ୍କ ଆଗରେ ପ୍ରକାଶ କୁ ପ୍ରାଧାନ୍ୟ ଦେଇ ନାଟକ ଓ ଆଶା ଉପରେ ପ୍ରକାଶ ର ମିଛ ଆରୋପ କୁ ଦିଲ୍ଲୀପ ଓ ଅନନ୍ୟା ସହି ପାରନ୍ତି ନାହିଁ ଏବଂ ପୋଲିସ ଷ୍ଟେସନ ରେ ଘଟିଥିବା ଘଟଣା ସମ୍ପର୍କରେ କହିବାକୁ ଆଶା କୁ କହନ୍ତି।ଆଶା ମୁହଁ ଖୋଲେ ଓ ତା ବିରୁଦ୍ଧରେ ଲାଗାଯାଉଥିବା ଅବଧ୍ୟ ସମ୍ପର୍କ ଓ ମିଛ ଲାଞ୍ଛନା କୁ କେହି ପ୍ରମାଣ କଲେ ସେ ନିଜ କୁ ଶେଷ କରିଦେବ ବୋଲି ପରିବାର ସମ୍ମୁଖରେ କୁହେ।
Share