Asha
35 Views
Dec 31 1969
00:22:56
5

ଅନନ୍ୟା ଜିଦି କରି ଆଶାକୁ ନେଇ ବାହାରି ଯାଏ ଆଶ୍ରମକୁ, ବିନୋଦିନୀ କିନ୍ତୁ ଏ କଥାକୁ ସହିନପାରି ପ୍ରକାଶ କୁ ଫୋନ୍ କରି ସବୁକଥା କହିଦିଏ।। ପ୍ରକାଶ ଘରେ ସମସ୍ତଙ୍କୁ ଗାଳି କରେ ସେ କାହିଁକି ଗଲା ଘର ବାହାରକୁ।। ସେପଟେ ଆଶ୍ରମରେ ସମସ୍ତେ ଆଶାକୁ ଅପେକ୍ଷା କରି କରି ବିରକ୍ତ ହେଇଗଲେଣି
Share