Dinner table ରେ ସମସ୍ତେ disscusion କରନ୍ତି କାଲି କିଏ କେଉଁ କାମ କରିବ?ହସଖୁସି ଭିତରେ ଦୀପିକା ଆଶା କୁ ରାତିରେ ତା ପାଖେ ଶୋଇବା ପାଇଁ କୁହେ,ଆଉ ଆଶା ହଁ ମାରେ ,ଏହା ଦେଖି ପ୍ରକାଶ ଡରି ଯାଏ।ଶିଲା ପ୍ରକାଶ କୁ ଫୋନ ରେ କୁହେ ସେମାନଙ୍କୁ ଏକା ଛାଡିବା ଉଚିତ ନୁହେଁ, ଆଶା ସବୁକଥା କହିଦେଇପାରେ, ଏସବୁ ଶୁଣି ପ୍ରକାଶ ରାତିଅଧରେ ଯାଇ ଆଶା କୁ ରୁମ କୁ ନେଇଆସେ।ଆଶା କଣ କଥା ହଉଥିଲା ବୋଲି ପଚାରେ?ଆଶା ତାକୁ torture କରାଯାଉଛି ବୋଲି କହିଦେଇଛି ବୋଲି କୁହେ,ଏସବୁ ଶୁଣି ପ୍ରକାଶ ବହୁତ ଭୟ ପାଇଯାଏ, ସତରେ କଣ ଆଶା ଦୀପିକା କୁ ସବୁ ସତକଥା କହିଦେଇଛି?