ଭୋଳାନାଥ ପ୍ରକାଶକୁ ଫୋନ୍ କରି ଆଶାକୁ ନିଜ କଣ୍ଟ୍ରୋଲରେ ରଖିବାକୁ କହନ୍ତି । ଘରର ପରିସ୍ଥିତି ଦେଖି ଅନନ୍ୟା ବାହା ହେବା ପାଇଁ ରାଜି ହୁଏନି, ଆଶା ତାକୁ ବୁଝାଏ ସେ ଏ ବାହାଘର ପାଇଁ ଘର ଲୋକ ସମସ୍ତଙ୍କୁ ରାଜି କରେଇବ ।