Asha
40 Views
Dec 31 1969
00:22:32
5

ଶୀଲା ପରିବାର ଲୋକଙ୍କ ସାମ୍ନାରେ କହେ ଆଶା ଆଉ ସମର୍ ର ଅବୈଧ ସମ୍ପର୍କ ଅଛି, ସେହି ସମୟରେ ସମର୍ ଆସି ପହଞ୍ଚେ। ଶୀଲା ଯେତେବେଳେ ଆଶାକୁ ପଚାରେ ଘର ଲୋକଙ୍କ ଭିତରୁ କିଏ ଫୋନ୍ ରୁ ଫଟୋ ଡିଲିଟ କରି ଥାଇପାରେ, କାହା ଉପରେ ତା'ର ସନ୍ଦେହ ଅଛି, ଆଶା ସୁରମାକୁ ଦୋଷ ଦିଏ ।
Share