ଦୀପିକା ଘରୁ ଚାଲିଯାଏ ବୋଲି ପ୍ରକାଶ ବହୁତ ଖୁସି ll ସେ ଖୁସି ହେଇ ଆଶା କୁ କୁହେ କିଛି gifts ଦେବାକୁ ll ହେଲେ ଆଶା କୁହେ ତାର କିଛି gifts ଦରକାର ନାହିଁ, gift ତାକୁ ଦିଅ ଯାହା ସହ ତୁମର ଅଲଗା ସମ୍ପର୍କ ଥିବ ll ପ୍ରକାଶ ରାଗି ଯାଇ ଆଶା କୁ ଗାଳି କରେ ଆଉ ଘର ଛାଡ଼ି ଚାଲିଯାଏ