Asha
73 Views
Dec 31 1969
00:22:10
5

ଆଶାକୁ ଆଣିବାପାଇଁ ମନୋରମା ଯାଇ ଆଶା ଘରେ ପହଞ୍ଚିଛି।। ସେପଟେ ଅନନ୍ୟା ଘରକୁ ଫେରି ଜାଣିବାକୁ ପାଏ ଯେ ଆଶା ଘରେ ନାହିଁ ଏବଂ ଅନନ୍ୟା କୁ ନଜଣାଇ ସେ କୁଆଡେ ଗଲା।। ଅନନ୍ୟା ମନେ ମନେ ଭାବେ ଯେ ଆଶା ବୋଧେ ତାକୁ ଦୁରେଇ ଦେବାପାଇଁ ଚାହୁଁଛି
Share