Asha
33 Views
Dec 31 1969
00:23:01
5

ଆଶା ର ବାରଣ ସତ୍ତ୍ୱେ ଅନନ୍ୟା ତା ସହ ଯାଏ ଓ ରାସ୍ତା ରେ ଦିପିକା ସହ ଦେଖା ହୁଏ। ଆଶା ଘର ଛାଡ଼ି ଚାଲିଯିବା ପରେ ସମସ୍ତେ ଦୁଃଖ ରେ ଥିବାବେଳେ, ପ୍ରକାଶ ଘରକୁ ଫେରି ଆସିବା ଶୁଣି ଭୋଳାନାଥ ସମସ୍ତଙ୍କୁ ଖୁସି ମନାଇବାକୁ କହେ।
Share