ଆଶା ଉପରେ ରାଗି ପ୍ରକାଶ ଘର ଛାଡ଼ି ଶୀଲା ସହ ଚାଲିଯାଏ। ପରେ ଭୋଳାନାଥ ର କଟୂ କଥା ଆଶା ପାଇଁ ଅସହ୍ୟ ହୋଇପଡେ ଓ ସେ ବେହୋସ୍ ହୋଇଯାଏ।