ପ୍ରକାଶ ଆଶାକୁ ଗୋଟାଏ ପ୍ରଶ୍ନ ପଚାରି ଚାଲିଥାଏ, ଯାହା ଗାଡିରେ ଆଶା ବସିକି ଆସିଲା ସେ ଲୋକ ସହ ଆଶାର ସମ୍ପର୍କ କଣ? ଗୋଟେ ଘର ଭିତରେ ପ୍ରଶ୍ନର ଉତ୍ତର ନପାଇ ଏବେ ସମସ୍ତଙ୍କ ସାମ୍ନାରେ ଆଶାକୁ ସେହି ପ୍ରଶ୍ନ ପଚାରି ସମସ୍ତଙ୍କ ଆଗରେ ଆଶାକୁ ଅପମାନିତ କରାଏ