ପ୍ରକାଶ ର ଆଶା ଉପରେ ବିଶ୍ୱାସ ଅନୁଭବ କରି ଆଶା ମନ ଭିତରେ ତାକୁ ଧନ୍ୟବାଦ ଦିଏ।ଅଜୟ ର ଅଚାନକ ଚାକିରି ସହ ତାର ଖର୍ଚ୍ଚ ଦେଖି ଆଶା ଚିନ୍ତିତ ଜଣାପଡେ। ଅନନ୍ୟା ର ଏନ୍ଗେଜମେଣ୍ଟ ପାଇଁ ଅଜୟ ର ନେକଲେସ୍ ଗିଫ୍ଟ ଦେଖି ବିନୋଦିନୀ ର ତାଛଲ୍ୟ ଦେଖି ଆଶା ଦୁଃଖୀ ହୁଏ ଓ ପ୍ରକାଶ ବାରଣ କରେ।