ଆଶା କୁ ସମସ୍ତେ ଧନ୍ୟବାଦ ଦିଅନ୍ତି ପୂଜା ଭଲରେ ଭଲରେ ହେଇ ଯିବାରୁ,ପ୍ରକାଶ ଏକଥା ଶୁଣି ରାଗିଯାଏ ଆଉ ସେ ଆଶା ପାଇଁ ନୁହଁ ଘର ର ସମ୍ମାନ ରଖିବାକୁ ଆସିଛି ବୋଲି କୁହେ।ରୋହିଣୀ ସମର କୁ ବହାହେଇଯିବା ପାଇଁ କୁହେ।ଅଙ୍କିତା ଶିଲା କୁ ସ୍କୁଲ fest କୁ ନେବା ପାଇଁ ପ୍ରକାଶ କୁ କୁହେ ଏକଥା ଆଶା ଶୁଣିଦିଏ ଆଉ ସେ ଅନୁରୋଧ କରେ ତାକୁ ନେବା ପାଇଁ ।କଣ ପ୍ରକାଶ ତା ଅନୁରୋଧ ରଖିବ❓