ବିନା ନିମନ୍ତ୍ରଣ ରେ ଅତିଥି ଓ ଅନନ୍ୟା ପାଇଁ ଉପହାର ଆଣି ଆସିଥିବା ଶୀଲା ର ଉଦ୍ଦେଶ୍ୟ ଖରାପ ଥିବା କଥା ପରିବାର ସଦସ୍ୟ କହନ୍ତି। ଆଶା, ଶୀଲା ର ଉପହାର ତାକୁ ଫେରାଇ ଦିଏ ଓ ଘରର ଶୁଭ କାର୍ଯ୍ୟରେ ତାକୁ ଆସିବା ପାଇଁ ବାରଣ କରେ।