ଦୀପିକା ଶିଲା ଆଉ ପ୍ରକାଶ କୁ ଏତେ ସମୟ କଥା ହେବା ଦେଖି ଶିଲା କୁ ଯିବାକୁ କୁହେ ଆଉ ତାପରେ ସମସ୍ତେ ଘରକୁ ବାହାରନ୍ତି,ସମର ଆଉ ଶିଲା ର parking ରେ ଦେଖା ହୁଏ।ଶିଲା ସମର ସହ ମିଶି ଷଡ଼ଯନ୍ତ୍ର କରିବାକୁ ଚେଷ୍ଟା କରେ କିନ୍ତୁ ସମର ତାକୁ ଗାଳି କରି ସେଠୁ ଚାଲିଯାଏ। ଆଶା ଆଉ ସମସ୍ତେ ଯାଇ ଘରେ ପହଂଚିବା ପରେ ବିନୋଦିନି ରାଗରେ ଗାଳି କରିବା ଆରମ୍ଭ କରେ।ଏହା ଦେଖି ଦୀପିକା ଆଶ୍ଚର୍ଯ୍ୟ ହୁଏ।ଆଶା କଣ ଦୀପିକା ଠୁ ସବୁକଥା ଲୁଚେଇ ପାରିବ?