ଭୋଳାନାଥ ବହୁତ ରାଗି ଯାଇ ଆଶା କୁ ପ୍ରଶ୍ନ ପଚାରେ ll କେଉଁ ସାହାସରେ ଏମିତି ପୋଷାକ ପିନ୍ଧିଲୁ , ହଠାତ୍ ପ୍ରକାଶ ଉତ୍ତର ଦିଏ, ସେ କହିବାରୁ ଆଶା ଏମିତି ପୋଷାକ ପିନ୍ଧିଛି ll ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି .