ପ୍ରକାଶ ଆଶା କୁ ସାହାଯ୍ୟ ମାଗେ ଶିଲା କୁ ଦେଖାକରିବାକୁ ଯିବାପାଇଁ, ଆଉ ଆଶା ଚେଷ୍ଟା କରିବ ବୋଲି କଥା ଦିଏ।ଏପଟେ ସୁରମା ର plan ବିଷୟରେ ଦିଲ୍ଲୀପ ଜାଣିପାରି ତାକୁ ନିଜଠାରୁ ଦୁରେଇ ଦିଏ।