ସମର ପଣ୍ଡାର ବାହାଘରରେ ଉପସ୍ଥିତିକୁ ନେଇ ରାଉତ ପରିବାରରେ କାହାର କୌଣସି ଆପତ୍ତି ନାହିଁ ବୋଲି ପ୍ରକାଶ ସମସ୍ତଙ୍କ ସାମ୍ନାରେ କହେ । ଆଶା ଅନୁରୋଧ କରେ, ରୋହନ ଅନନ୍ୟାର ଏଙ୍ଗେଜମେଣ୍ଟ ରାଉତ ପରିବାରରେ କରିବା ପାଇଁ। ରୋହନ ସହ ଅନନ୍ୟା ପାର୍ଟିକୁ ଯିବା ନେଇ ସମସ୍ତେ ସ୍ଵୀକୃତି ଦିଅନ୍ତି ।ରୋହନ କଥା ଦିଏ, ପାର୍ଟିରେ ସେ ଅନନ୍ୟା ଆଉ ଲାଲିର ଦାୟିତ୍ଵ ନେବ ।