ରୋହିଣୀ ଚାଲିଯିବା ପରେ ମଧ୍ୟ ପ୍ରକାଶ ର ଶୀଲା ପ୍ରତି ଭାବନା କୁ ନେଇ ଆଶା ମୁହଁ ଖୋଲେ । ଅନନ୍ୟା ପାଇଁ ଶୀଲା କୁ ହସ୍ପିଟାଲ ପଠାଇବା ନିହାତି ଜରୁରୀ ବୋଲି ଆଶା ପ୍ରକାଶ ଆଗରେ ଜିଦ୍ କରେ।