Asha
100 Views
Dec 31 1969
00:21:39
5

ଆଶା, ବାରଂମ୍ବାର କହିବା ପରେ ବି ଶୀଲା, ଅନନ୍ୟା ର ଏନ୍ଗେଜମେଣ୍ଟ ରେ ନିଜକୁ ସାମିଲ କରିବା ପାଇଁ, ଘରର ସଦସ୍ୟ ଭଳି ନିଜକୁ ଦେଖେଇ ହୁଏ।ଶେଷରେ ଘରର ସଦସ୍ୟ ଙ୍କ ଠାରୁ ଅପମାନ ପାଇବା ପରେ ସେ ପ୍ରକାଶ କୁ ପଚାରେ ଓ ଉତ୍ତର ରେ, ସେଠାରୁ ଚାଲିଯିବା କୁ ବାଧ୍ୟ ହୁଏ। ଯିବା ସମୟରେ ମଧ୍ୟ ସେ ପ୍ରକାଶ ମନରେ ଆଶା ପ୍ରତି ସନ୍ଦେହ ଭର୍ତ୍ତି କରିଦେଇ ଯାଏ।
Share