Asha
103 Views
Dec 31 1969
00:21:57
5

ପ୍ରକାଶ ର ଆଶା ଉପରେ ସନ୍ଦେହ ଭିତରେ ହିଁ ତା'ର ଭଲପାଇବା ଲୁଚି ରହିଥିବା କଥା ଆଶା କହେ। ପ୍ରକାଶ ଏ ସବୁ ପରେ ଆଶା କୁ ସ୍ତ୍ରୀ ବୋଲି ସମ୍ବୋଧନ କରେ। ହଠାତ୍ ଘରେ ଶୀଲା ର ଆଗମନ କଥା ଆଦି ଠାରୁ ଶୁଣି ପ୍ରକାଶ ଓ ଆଶା ଚମକି ଉଠନ୍ତି।
Share