ଆଶୁତୋଷ,ଅନନ୍ୟା,ଲାଲି ମିସିକି ପ୍ଲାନ କରନ୍ତି ଆଶା କେମିତି ଇଂଲିଶ ରେ ଭାଷଣ ଘୋଷିକି ସ୍କୁଲ କୁ ଯିବ ଆଉ ରାଉତ ଫ୍ୟାମିଲି ର ସମ୍ମାନ ରଖିବ।ଶିଲା matching ଶାଢ଼ୀ ଆଉ blazer ready କରେ ଆଉ ପ୍ରକାଶକୁ ଦେଖାଏ। ସମର କୁ invitation ଆସେ function ଯିବା ପାଇଁ। ଆଶୁତୋଷ ପ୍ଲାନ କରେ କିପରି ଆଶା କୁ ଟିକେ ସମୟ ହବ ଭାଷଣ ଘୋଷିବା ପାଇଁ? ଆଶା କଣ ସତରେ ରାଉତ ଫ୍ୟାମିଲି ର ସମ୍ମାନ ରଖି ପାରିବ ?