Asha
29 Views
Dec 31 1969
00:22:30
5

ଶୀଲା ତାର ହାର ଓ ଅପମାନ କୁ ସହଜରେ ସ୍ୟୁକାର କରିନପାରି ପ୍ରକାଶ କୁ ଫୋନ୍ କରେ। ହେଲେ ବିରକ୍ତ ହୋଇ ପ୍ରକାଶ ଫୋନ୍ କାଟିଦିଏ।ସମର ଓ ଆଶା ମଧ୍ୟର ସମ୍ପର୍କ ବିଷୟରେ, ଆଶା ଠାରୁ ମନୋରମା ସତ ଜାଣିବା ପରେ, ଆଶା, ପ୍ରକାଶ ର ସ୍ତ୍ରୀ ବୋଲି ପ୍ରକାଶ କୁ ସୂଚାଇ ଦିଅନ୍ତି ଓ ତାକୁ ରୁମ କୁ ନେଇ ପ୍ରକାଶ ପାଖରେ ଛାଡି ଆସନ୍ତି।
Share