ପ୍ରକାଶ କୁ ଲକ୍ଅପ ରୁ ବାହାର କରିବା ହିଁ ଶୀଲା ର ଏକମାତ୍ର ଉଦ୍ଦେଶ୍ୟ ଥିଲା, ପ୍ରକାଶ କହିବା ବେଳେ ସମର ଆସେ ଓ ଆଶା ହିଁ ପ୍ରକାଶ କୁ ଲକ୍ଅପ ରୁ ଆଣିଥିବା ପ୍ରମାଣ ସମସ୍ତ ଙ୍କ ଆଗରେ ରଖେ।