Asha
29 Views
Dec 31 1969
00:22:04
5

ଅନନ୍ୟା mother's day ରେ ଆଶା କୁ ଆଶ୍ରମ ର rejoining letter gift କରେ।ଭୋଳନାଥ ଆଶା କୁ ଚାକିରୀ କରିବାକୁ ମନା କରେ ଆଉ ଏକଥା ଶୁଣି ଆଶୁତୋଷ ରାଗିଯାଏ ଆଉ ପ୍ରିୟା ବି ଚାକିରୀ କରିବନି ବୋଲି କହେ,ବାଧ୍ୟ ରେ ଭୋଳନାଥ ରାଜି ହୁଏ।ଏତିକି ବେଳେ ପ୍ରକାଶ ବାହାରେ ଶିଲା କୁ ଦେଖାକରିବାକୁ ଠିକ ସେତିକିବେଳକୁ ପୋଲିସ ମାଡାମ ଆସନ୍ତି।
Share