ଆଶା କୁ ଦୀପିକା ରଜ ମିଶିକି ପାଳନ କରିବା କଥା କହିଲାବେଳେ ଭୋଳନାଥ ଆସିଯାଏ ।ସେ ଦୀପିକା ଆଶା ର ସାଙ୍ଗ ଜାଣିବା ପରେ ବହୁତ ରାଗିଯାଏ। ଅନ୍ୟମାନେ ତାକୁ ଦୀପିକା ବିଷୟରେ କହିବା ପରେ ବି ସେ କିଛି ନବୁଝି ଆଶା କାହିଁକି school function କୁ ଗଲା ସେ କଥା କୁ ନେଇ ଭୀଷଣ ଗାଳି କରେ। ଏସବୁ ଶୁଣିବା ପରେ ଦୀପିକା ଭୋଳନାଥ କୁ ବାହାର ଦୁନିଆ ବିଷୟରେ ବୁଝାଏ,ନାରୀ ପ୍ରତିଟି କ୍ଷେତ୍ର ରେ ସ୍ୱାଧୀନ,ଆଉ ସେ ସ୍ବାଧୀନତା ଛଡେଇ ନବାର କାହାର ଅଧିକାର ନାହିଁ। ଭୋଳାନାଥ ଆହୁରି ରାଗିଯାଏ।ଏଭଳି ପରିସ୍ଥିତି କୁ ଆଶା କଣ ସମ୍ଭାଳି ପାରିବ?