Asha
31 Views
Dec 31 1969
00:22:49
5

ଅନନ୍ୟା ଆଶାକୁ ଧରି ଘରକୁ ଆସୁଛି, ହେଲେ ଦୁଆର ମୁହଁରେ ପ୍ରକାଶ ସେମାନଙ୍କୁ ଅଟକାଉଛି | ସମସ୍ତଙ୍କୁ ଗାଳି ଦେଇ କବାଟ ଦେଇଦେଉଛି || ସେପଟେ ଅନନ୍ୟା ଗୋଟେ ଜିଦି ଧରି ବସୁଛି ମାଆ କୁ ଘରଭିତରକୁ ଯେମିତି ହେଲେ ନେଇକି ଯିବ
Share