ଅନନ୍ୟାର ଧମକରେ ଡରିଯାଇ ସମସ୍ତେ ଆଶାକୁ ଘର ଭିତରକୁ ଆସିବାକୁ ଅନୁମତି ଦିଅନ୍ତି।। ଅନନ୍ୟା ସମସ୍ତଙ୍କୁ ଚେତାବନୀ ଦେଇଦିଏ, ଯିଏ ବି ମା Drinks ରେ ଡ୍ରଗ୍ସ ମିଶିଛି ତାକୁ କେବେ ଛାଡିବନି