Asha
28 Views
Dec 31 1969
00:23:02
5

ସିଲା ସୁରମା କୁ ଭିଡ଼ିଓ କଲ କରି ଘର ଭିତରେ କଣ ଚାଲିଛି ଜାଣିବାକୁ ଚେଷ୍ଟା କରେ || ପ୍ରକାଶ ଆଦି ମିଶି ମନ ଧ୍ୟାନ ଦେଇ ରୋଷେଇ କାର୍ଯ୍ୟରେ ବ୍ୟସ୍ତ || ଏକ ସୁନ୍ଦର ହସ ଖୁସିରେ ସମସ୍ତେ ରଜ ପାଳନ କରୁଛନ୍ତି || ସେପଟେ ସିଲା ବହୁତ ରାଗିଯିବାର ଦେଖାଯାଏ
Share