Asha
50 Views
Dec 31 1969
00:22:04
5

ଆଶା କୁ ଏତେ ସମୟ ନପାଇ ଦୀପିକା ଖୋଜିବାକୁ ଲାଗେ ଆଉ ସମସ୍ତଙ୍କୁ ରୁମ ରେ ବନ୍ଦ ଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୁଏ। ପ୍ରକାଶ ଜଣାଏ ରଜ celebration ର ପ୍ଲାନିଂ କରୁଥିଲେ ସମସ୍ତେ।ଆଦି ଦିଲୀପ ମିଶି ରଜ ଦୋଳି ବାନ୍ଧନ୍ତି ଆଉ ଅନନ୍ୟା ଆଉ ଲାଲି ଘର ସଜେଇବାରେ ଲାଗି ପଡ଼ନ୍ତି।କିନ୍ତୁ ଭୋଳନାଥ ଏସବୁରେ ଖୁସି ନଥାଏ ଆଉ ରାଗରେ ଖାଇବାକୁ ବି ଆସେନି। କଣ ଆଶା ସମସ୍ତଙ୍କୁ ମନେଇ ଭଲରେ ରଜ ପାଳନ କରିପାରିବ?
Share