Asha
86 Views
Dec 31 1969
00:21:11
5

ରୋହିଣୀ ସମସ୍ତଙ୍କୁ ଜଣାଏ ଯେ ରୋହନ ନିଜ ରୋଜଗାରରେ ବାହାଘରର ପୁରା ଖର୍ଚ୍ଚ ବହନ କରିବ ବୋଲି ନିଷ୍ପତ୍ତି ନେଇଛି, ସେଥିପାଇଁ ବାହାଘର ଟିକେ ଘୁଞ୍ଚେଇ ଦେବାକୁ ହେବ । ରୋହିଣୀ ପ୍ରକାଶକୁ ଅନୁରୋଧ କରେ ଶିଲାକୁ ଏଇ ବାହାଘରଠୁ ଦୂରେଇ ରଖିବା ପାଇଁ, ଏଇ କଥା ଶୁଣି ଭୋଳାନାଥ ରାଗିଯାଇ କହେ ସମର ପଣ୍ଡାକୁ ବି ଏଇ ବାହାଘରଠୁ ଦୂରେଇ ରହିବାକୁ ହେବ ।
Share